30.1 C
Bhubaneswar
Sunday, September 13, 2026
Homeଓଡିଶାପୁଞ୍ଜି ନିବେଶ ଓଡିଶାକୁ ନୂଆ ଗତି ଦେବ: ଶିଳ୍ପ ମନ୍ତ୍ରୀ

ପୁଞ୍ଜି ନିବେଶ ଓଡିଶାକୁ ନୂଆ ଗତି ଦେବ: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଦେଶୀ ପୁଞ୍ଜି ନିବେଶ ଓଡିଶାକୁ ନୂଆ ଗତି ଦେବ । ୟୁଏଇ ଗସ୍ତ ପରେ ପ୍ରେସମିଟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । କହିଛନ୍ତି, ୨୪ଟି ପ୍ରକଳ୍ପ ପାଇଁ ଏମଓୟୁ , ୨ ଲକ୍ଷ ୪୩ ହଜାର କୋଟି ନିବେଶ ଆସିବ । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking