32.1 C
Bhubaneswar
Thursday, September 17, 2026
Homeଓଡିଶାମୋଦିଙ୍କ କାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ

ମୋଦିଙ୍କ କାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ

ଭୁବନେଶ୍ୱର: ଭୁବନେଶ୍ୱରରେ ସେବା ସଂକଳ୍ପ ଅଭିଯାନରେ ମନମୋହନ ସାମଲଙ୍କ ବକ୍ତବ୍ୟ । ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ନେତୃତ୍ୱକୁ ପ୍ରଶଂସା କଲେ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୨୫ ବର୍ଷର ଯାତ୍ରା ପ୍ରେରଣାଦାୟକ । ବିର୍ବାଚିତ ପ୍ରତିନିଧି ଭାବେ ସବୁ ରେକର୍ଡ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେବା ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପରମ ଧର୍ମ ବୋଲି କହିଛନ୍ତି ମନମୋହନ ସାମଲ । ଦେଶ ପାଇଁ ତାଙ୍କ କାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking