ଭୁବନେଶ୍ୱର : ଭିଆର୍ଏସ୍ ନେଲେ ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହ । ୧୯୯୬ ବ୍ୟାଚ୍ ଆଇପିଏସ୍ ସଂଜୟ ସିଂହଙ୍କୁ ଭିଆର୍ଏସ୍ ଅନୁମତି । ସଂଜୟଙ୍କ ଆବେଦନକୁ ମଂଜୁର କଲା ରାଜ୍ୟ ଗୃହ ବିଭାଗ । ଏବେ ନାର୍କୋଟିକ୍ସି କଣ୍ଟ୍ରୋଲ ବ୍ୟୁରୋ ଡିଡିଜି ଅଛନ୍ତି ସଂଜୟ ସିଂହ ।