24.1 C
Bhubaneswar
Thursday, May 9, 2024
Homeଆଇପିଏଲ୍‌-୨୦୨୪ଆଇପିଏଲ ୨୦୨୪ : ଆସନ୍ତୁ ଜାଣିବା କେଉଁ ଦଳର ଅଧିନାୟକ କିଏ ?

ଆଇପିଏଲ ୨୦୨୪ : ଆସନ୍ତୁ ଜାଣିବା କେଉଁ ଦଳର ଅଧିନାୟକ କିଏ ?

ନୂଆଦିଲ୍ଲୀ : ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ । ଏହାକୁ ନେଇ ସବୁ କ୍ରୀଡ଼ାପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଚଳିତ ବର୍ଷ ଆଇପିଏଲରେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ । ୨୦୨୪ ଆଇପିଏଲକୁ ନେଇ ହୋଇଥିବା ମିନି ଅକ୍ସନରେ ଅନେକ ଦାମୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ଚଳିତ ବର୍ଷ ଅନେକ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ, ତେବେ ଚାଲନ୍ତୁ ନଜର ପକାଇବା ଚଳିତ ବର୍ଷର ଆଇପିଏଲ ଦଳର ଅଧିନାୟକଙ୍କ ଉପରେ ।
ମୁମ୍ବାଇ ଇଂଡିଆନ୍ସ : ହାର୍ଦିକ ପାଣ୍ଡ୍ୟା(ଅଧିନାୟକ)
ଚେନ୍ନାଇ ସୁପର କିଙ୍ଗ୍ସ : ମହେନ୍ଦ୍ର ସିଂହ ଧୋନି(ଅଧିନାୟକ)
ଦିଲ୍ଲୀ କ୍ୟାପିଟାଲ୍ସ : ଋଷବ ପନ୍ତ(ଅଧିନାୟକ)
କୋଲକାତା ନାଇଟ ରାଇଡର୍ସ : ଶ୍ରେୟସ ଆୟାର(ଅଧିନାୟକ)
ଗୁଜୁରାଟ ଟାଇଟନ୍ସ : ଶୁଭମନ ଗିଲ(ଅଧିନାୟକ)
ଲଖନଉ ସୁପର ଜାଏଣ୍ଟସ : କେଏଲ ରାହୁଲ(ଅଧିନାୟକ)
ପଞ୍ଜାବ କିଙ୍ଗ୍ସ : ଶିଖର ଧାୱନ(ଅଧିନାୟକ)
ରାଜସ୍ତାନ ରୟାଲ୍ସ : ସଂଜୁ ଶାମସନ(ଅଧିନାୟକ)
ସନରାଇଜର୍ସ ହାଇଦ୍ରାବାଦ : ପ୍ୟାଟ କମିନ୍ସ(ଅଧିନାୟକ)
ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗାଲୋର : ଫାଫ ଡୁ ପ୍ଲେସିସ(ଅଧିନାୟକ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking