32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ତୃତୀୟ ମ୍ୟାଚରେ ଆଜି ଦୁବାଇର ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।ଆଜି କ୍ରିକେଟ ପ୍ରେମୀଙ୍କୁ ଆଉ ଏକ ବଡ଼ କ୍ୟାଚ ଦେଖିବାକୁ ସୁଯୋଗ ମିଳିବ ।
ସନରାଇଜର୍ସ ହାଇଦ୍ରାବାଦ ଦଳ :
୧ ଡେଭିଡ ୱାର୍ନର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍
୨ କେନ୍ ୱିଲିୟମ୍ସନ୍ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍
୩ ମନୀଷ ପାଣ୍ଡେ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
୪ ବିରାଟ ସିଂ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
୫ ପ୍ରିୟମ୍ ଗର୍ଗ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
୬ ଅବଦୁଲ ସମାଦ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
୭ ଅଭିଷେକ ଶର୍ମା ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
୮ ମିଚେଲ ମାର୍ଶ ଅଷ୍ଟ୍ରେଲିଆ ଅଲରାଉଣ୍ଡର
୯ ଫାବିଆନ୍ ଆଲେନ୍ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର
୧୦ ବିଜୟ ଶଙ୍କର ଇଣ୍ଡିଆ ଅଲରାଉଣ୍ଡର
୧୧ ମୋହଦ୍ ନବୀ ଆଫଗାନିସ୍ତାନ ଅଲରାଉଣ୍ଡର
୧୨ ରସିଦ ଖାନ ଆଫଗାନିସ୍ତାନ ଅଲରାଉଣ୍ଡର
୧୩ ସଞ୍ଜୟ ଯାଦବ ଇଣ୍ଡିଆ ଅଲରାଉଣ୍ଡର
୧୪ ଭୁବନେଶ୍ୱର କୁମାର ଇଣ୍ଡିଆ ବୋଲର
୧୫ ଖଲିଲ ଅହମ୍ମଦ ଇଣ୍ଡିଆ ବୋଲର
୧୬ ସନ୍ଦୀପ ଶର୍ମା ଇଣ୍ଡିଆ ବୋଲର
୧୭ ସିଦ୍ଧାର୍ଥ କ ବଙ୍କକ୍ଷ ଲ୍ ଇଣ୍ଡିଆ ବୋଲର
୧୮ ବିଲି ଷ୍ଟାନଲେକ୍ ଅଷ୍ଟ୍ରେଲିଆ ବୋଲର
୧୯ ଟି ନାଟ୍ରାଜନ ଇଣ୍ଡିଆ ବୋଲର
୨୦ ଶାହାବାଜ ନାଡିମ ଇଣ୍ଡିଆ ବୋଲର
୨୧ ଜନି ବେୟାରଷ୍ଟୋ ଇଂଲଣ୍ଡ Wkt/Bat
୨୨ ବର୍ଦ୍ଧମାନ ଶାହା Wkt/Bat
୨୩ ଶ୍ରୀବାତ୍ ଗୋସ୍ୱାମୀ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
1 ବିରାଟ କୋହଲି (ସି) ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
2 ଦେବଦତ୍ତ ପାଦିକଲ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
3 ଏବି ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍
4 ଗୁରୁକେରାତ୍ ସିଂ ମନ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
5 ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍
6 ପାଭନ୍ ଦେଶପାଣ୍ଡେ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍
7 ଜୋସ୍ ଫିଲିପ୍ ଅଷ୍ଟ୍ରେଲିଆ Wkt / ବ୍ୟାଟ୍
8 ପାର୍ଥିବ ପଟେଲ ଇଣ୍ଡିଆ Wkt / ବ୍ୟାଟ୍
9 କ୍ରିସ୍ ମୋରିସ୍ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର
10 ମୋଏନ୍ ଅଲି ଇଂଲଣ୍ଡ ଅଲରାଉଣ୍ଡର
11 ୱାଶିଂଟନ୍ ସୁନ୍ଦର ଇଣ୍ଡିଆ ଅଲରାଉଣ୍ଡର
12 ଶିବମ୍ ଦୁବେ ଇଣ୍ଡିଆ ଅଲରାଉଣ୍ଡର
13 ପୱାନ୍ ନେଗି ଇଣ୍ଡିଆ ବୋଲର
14 ଶାହାବାଜ ଅହମ୍ମଦ ଇଣ୍ଡିଆ ବୋଲର
15 ମହମ୍ମଦ ସିରାଜ ଇଣ୍ଡିଆ ବୋଲର
16 ନବଦୀପ ସାଇନି ଇଣ୍ଡିଆ ବୋଲର
17 ଉମେଶ ଯାଦବ ଇଣ୍ଡିଆ ବୋଲର
18 ୟୁଜଭେନ୍ଦ୍ର ଚହଲ ଇଣ୍ଡିଆ ବୋଲର
19 ଆଡାମ ଜାମ୍ପା ଅଷ୍ଟ୍ରେଲିଆ ବୋଲର
20 ଡେଲ୍ ଷ୍ଟେନ୍ ଦକ୍ଷିଣ ଆଫ୍ରିକା ବୋଲର
21 ଇସୁରୁ ଉଦାନା ଶ୍ରୀଲଙ୍କା ବୋଲର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking