28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବିଏସଫର ଆଇଜି ହେଲେ ସୁଶାନ୍ତ ନାଥ

ବିଏସଫର ଆଇଜି ହେଲେ ସୁଶାନ୍ତ ନାଥ

ନୂଆଦିଲ୍ଲୀ, ୨୧ା୯: ସୀମା ସୁରକ୍ଷା ବଳ(ବିଏସଏଫ)ର ଆଇଜି ହୋଇଛନ୍ତି ଓଡ଼ିଆ ଆଇପିଏସ ସୁଶାନ୍ତ ନାଥ ।ସୁଶାନ୍ତଙ୍କୁ କାର୍ଯ୍ୟଭାର ମୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଓ ଡ଼ିଜିପିଙ୍କୁ ଚିଠି ଲେଖିଥିଲା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ।ଓଡ଼ିଶାର ମୁଖ୍ୟ ସଚିବଙ୍କ ପାଖକୁ ଆସିଥିବା ଚିଠିରେ ଗୃହ ବ୍ୟାପାର ମନ୍ତ୍ରାଳୟ ଉଲ୍ଲେଖ କରିଛି ଯେ, ୧୯୯୩ ବ୍ୟାଚ୍‌ ଓଡ଼ିଶାର ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେସନ୍ ସୂତ୍ରରେ ଖାଲିଥିବା ‘ବିଏସ୍‌ଏଫ୍‌’ର ଆଇଜି ପଦବୀରେ ନିଯୁକ୍ତ କରାଯାଇଛି।

ଦାୟିତ୍ବ ଗ୍ରହଣ କରିବା ଦିନରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିଂବା ଅନ୍ୟ ଆଦେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ନୂତନ ଦାୟିତ୍ବ ଗ୍ରହଣ କରିବା ନିମନ୍ତେ ସୁଶାନ୍ତ କୁମାରଙ୍କୁ ରିଲିଭ୍ କରିବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking