37.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗନୌସେନାରେ ଶକ୍ତି ବଢାଇବ ଆଇଏନଏସ କରଞ୍ଜ

ନୌସେନାରେ ଶକ୍ତି ବଢାଇବ ଆଇଏନଏସ କରଞ୍ଜ

ନୂଆଦିଲ୍ଲୀ : ସ୍କପିନ ଶ୍ରେଣୀର ପନଡୁବୀ ଆଇଏନଏସ କରଞ୍ଜକୁ ଆଜି ଭାରତୀୟ ନୌସେନା ପ୍ରମୁଖ ଏଡମିରାଲ କର୍ମବୀର ସିଂ, ନୌସେନାରେ ସାମିଲ କରିଛନ୍ତି । ‘ନିତ୍ୟ, ନିର୍ଘୋଷ, ନିର୍ଭୀକ’ ମୋଟୋ ଥିବା ଏହି ପନଡୁବୀ, ହିନ୍ଦୁସ୍ତାନର ସାମରିକ ଶକ୍ତିକୁ ଅଧିକ ବଢାଇବାରେ ସାହାଯ୍ୟ କରିବ । ଏହି ଅବସରରେ ଏଡମିରାଲ ବି.ଏସ ସେଖାୱତ ମଧ୍ୟ ଉପସ୍ଥିତ ଥିଲେ ।

ମିସାଇଲ ଏବଂ ଟରପିଡୋଠାରୁ କମ୍ ଏହି ସ୍ୱେଦେଶୀ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ କରଞ୍ଜର ଏହା ଦ୍ୱିତୀୟ ଶ୍ରେଣୀର ବୁଡା ଯାହାଜ । ବିନା ଶବ୍ଦରେ ଶତ୍ରୁ ପକ୍ଷକୁ ହମଲା କରି ଫେରିଆସିବା ଏହାର ଖାସ ବିଶେଷତ୍ୱ । ଅଧିକ ସମୟ ପାଣିରେ ରହିବା ସହିତ ଯୁଦ୍ଧ ସମୟରେ ତୋପ ପରିବହନ କରିବା ଭଳି ଦକ୍ଷତା ରହିଛି ଏହି ବୁଡାଯାହାଜରେ । ଏହି ବୁଡା ଯାହାଜକୁ ଭାରତର ଆତ୍ମନିର୍ଭର ଯୋଜନାରେ ନିର୍ମାଣ କରାଯାଇଛି ।

ଭାରତରେ ବର୍ତ୍ତମାନ ୪୨ଟି ଉଡା ଯାହାଜ ଓ ବୁଡା ଯାହଜ ନିୀର୍ମାଣ କରାଯାଉଛି । ଯେଉଁମଧ୍ୟରୁ ୪୦ଟି ଭାରତୀୟ ସି-ପ୍ୟାଡରେ ବିକଶିତ କରାଯାଉଥିବା ଆଡମିରାଲ କର୍ମବୀର ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking