33.1 C
Bhubaneswar
Sunday, April 28, 2024
Homeବିଜିନେସ୍ଲଣ୍ଡନରେ ୧୨୦୦ କୋଟିରେ ଘର କିଣିଲେ ଭାରତୀୟ ଶିଳ୍ପପତି

ଲଣ୍ଡନରେ ୧୨୦୦ କୋଟିରେ ଘର କିଣିଲେ ଭାରତୀୟ ଶିଳ୍ପପତି

ଲଣ୍ଡନ: ଭାରତୀୟ ଶିଳ୍ପପତି ରବି ରୁଇଆ ନିକଟରେ ଲଣ୍ଡନରେ ୧୨୦୦ କୋଟି ଟଙ୍କା (୧୧୩ ନିୟୁତ ପାଉଣ୍ଡ) ମୂଲ୍ୟରେ ଏକ ବଙ୍ଗଳା କ୍ରୟ କରିଛନ୍ତି । ଲଣ୍ଡନର ବିଳାସପୂର୍ଣ୍ଣ ରିଜେଣ୍ଟ୍‌ସ ପାର୍କ ନିକଟରେ ଅବସ୍ଥିତ ଉକ୍ତ ବଙ୍ଗଳା ପୂର୍ବରୁ ରୁଷୀୟ ବ୍ୟବସାୟୀ ଆନ୍ଦ୍ରେ ଗୋଞ୍ଚାରେଙ୍କୋଙ୍କ ମାଲିକାନାରେ ରହିଥିଲା । ଏହି ବଙ୍ଗଳା କିଣିବାକୁ ଏକାଧିକ ବିଦେଶୀ ଶିଳ୍ପପତି ବହୁଦିନରୁ ଉଦ୍ୟମ ଆରମ୍ଭ କରିଥିଲେ ସୁଦ୍ଧା ଶେଷରେ ରବି ଏହି ଦୌଡରେ ବିଜୟୀ ହୋଇଛନ୍ତି । ରବିଙ୍କ କମ୍ପାନୀ ଏସାର ଗ୍ରୁପ୍ ସହ ବ୍ୟବସାୟିକ କାରବାରରେ ସଂପୃକ୍ତ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking