37.1 C
Bhubaneswar
Sunday, April 28, 2024
Homeବିଜିନେସ୍ବିଦେଶୀ ମୁଦ୍ରା ଭଣ୍ଡାର ୬୦୯ ବିଲିୟନ ଡଲାର ଛୁଇଁଲା

ବିଦେଶୀ ମୁଦ୍ରା ଭଣ୍ଡାର ୬୦୯ ବିଲିୟନ ଡଲାର ଛୁଇଁଲା

ମୁମ୍ବାଇ: ଜୁଲାଇ ୧୪ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୦୯.୦୨୨ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗୋଟିଏ ସପ୍ତାହ (ଜୁଲାଇ ୭-୧୪) ମଧ୍ୟରେ ୧୨.୭୪୩ ବିଲିୟନ ଡଲାର ବିଦେଶୀ ମୁଦ୍ରା ଗଚ୍ଛିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ୨୦୨୧ ଅକ୍ଟୋବରରେ ଭାରତରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ସର୍ବାଧିକ ୬୪୫ ବିଲିୟନ ଡଲାରରେ ପହଞ୍ଚିଥିଲା । ତେବେ ପରବର୍ତ୍ତୀ ସମୟରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ଦୁର୍ବଳ ହେବାରୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ବିଦେଶୀ ମୁଦ୍ରା ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking