29.1 C
Bhubaneswar
Thursday, May 2, 2024
Homeଖେଳଭାରତ ଥୋମାସ କପ ଚାମ୍ପିଅନ୍‌

ଭାରତ ଥୋମାସ କପ ଚାମ୍ପିଅନ୍‌

ନୂଆଦିଲ୍ଲୀ : ଥୋମାସ କପରେ ଭାରତକୁ ଐତିହାସିକ ଟାଇଟଲ୍ ।ଦୀର୍ଘ ୭୩ ବର୍ଷ ପରେ ଭାରତ ପ୍ରଥମ ଥର ଜିତିଲା ଥୋମାସ କପ୍ । ୧୪ ଥରର ଚାମ୍ପିଅନ ଇଣ୍ଡୋନେସିଆ କୁ ହରାଇଲା ଭାରତ । ଇଣ୍ଡୋନେସିଆକୁ ୩-୦ ରେ ହରାଇ ଭାରତ ଚାମ୍ପିଅନ । ଟାଇଟଲ ଜିତାଇଲେ ଲକ୍ଷ ସେନ୍ , ସାତ୍ତ୍ୱିକ ଚିରାଗ, କିଦାମ୍ବି ଶ୍ରୀକାନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking