28.1 C
Bhubaneswar
Friday, April 26, 2024
Homeଓଡିଶାଦରକାର ପଡ଼ିଲେ ୮୧ବର୍ଷ ବୟସରେ କଳାକୋର୍ଟ ପିନ୍ଧିବି : ନରସିଂହ

ଦରକାର ପଡ଼ିଲେ ୮୧ବର୍ଷ ବୟସରେ କଳାକୋର୍ଟ ପିନ୍ଧିବି : ନରସିଂହ

ଭୁବନେଶ୍ୱର : ଦରକାର ପଡ଼ିଲେ ୮୧ବର୍ଷ ବୟସରେ କଳାକୋର୍ଟ ପିନ୍ଧିବି । ଦେଓଗାଁ ବ୍ଲକ୍ ଜରାସିଂହ ବୁଢ଼ୀଆଈ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜରାସିଂହା ମେହେର ସମାଜ ପ’ରୁ ସ୍ୱର୍ଗତ ମମିତାେ ବେହେରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭାରେ ଯୋଗ ଦେଇ ଏହା କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । କରୁଣାକର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧକ ଶ୍ରୀ ମିଶ୍ର କହିଥିଲେ । ଏହି ଘଟଣାରେ ସରକାରୀ ଦଳର ନେତା ଓ ମନ୍ତ୍ରମାନେ ସହପୃକ୍ତ ଥିବାରୁ ଏହା ନିଶ୍ଚିନ୍ତ ଭାବେ ବାଟବଣା ହେବ । ତେଣୁ ଏହାର ବିଦ୍ଧିବଦ୍ଧ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେଲେ ସାରା ଓଡ଼ିଶାରେ ନିଆଁ ଜଳିବ । ଏହିପରି ଘଟଣାଗୁଡ଼ିକର ପୁନରାବୃତ୍ତି ହେଲେ ଆବଶ୍ୟକ ପଡ଼ିଲେ ୮୧ବର୍ଷ ବୟସରେ କଳାକୋର୍ଟ ପିନ୍ଧିବାକୁ ବାଧ୍ୟ ହେବେ ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking