40.2 C
Bhubaneswar
Monday, April 20, 2026
Homeଓଡିଶାଭୁଲରେ ନାଁ କଟିଥିଲେ ଯୋଡାଯିବ: ସିଇଓ

ଭୁଲରେ ନାଁ କଟିଥିଲେ ଯୋଡାଯିବ: ସିଇଓ

ଭୁବନେଶ୍ୱର: ଭୁଲରେ ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡିଯିବ କହିଲେ ସିଇଓ । ଏନେଇ ପ୍ରେସମିଟରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ । ଗୃହ ବିଭାଗର ଚିଠି ଏକ ନିୟମିତ ପ୍ରକ୍ରିୟା , କେବଳ ଯାଞ୍ଚ ପାଇଁ କୁହାଯାଇଛି । ପୂର୍ବ ବର୍ଷ ଗୁଡିକରେ ଓଡିଶାରେ ୭ରୁ ୯ ଲକ୍ଷ ଭୋଟରଙ୍କ ନାଁ କଟିଥାଏ । ଏଥିରେ ଟିକେ ଅଧିକ କଟିଛି, ତେଣୁ ଯାଞ୍ଚ ପାଇଁ କୁହାଯାଇଛି । ୨ଟି ସ୍ଥାନରେ ଥିବା ଭୋଟରଙ୍କ ସଂଖ୍ୟା ଅଧିକ କଟିଛି ବୋଲି ସିଇଓ କହିଛନ୍ତି । ଯଦି ଭୁଲରେ ନାଁ କଟିଥିବ, ପୁଣି ତାଲିକାରେ ଯୋଡାଯିବ । ତେବେ ରାଜ୍ୟ ତୁଳନାରେ ଓଡିଶା ବହୁ କମ କଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking