26.3 C
Bhubaneswar
Thursday, April 23, 2026
Homeଓଡିଶାମହିଳା ଆକ୍ରୋଶର ଶିକାର ହେବ ଇଣ୍ଡି ମେଣ୍ଟ

ମହିଳା ଆକ୍ରୋଶର ଶିକାର ହେବ ଇଣ୍ଡି ମେଣ୍ଟ

ଭୁବନେଶ୍ୱର: ଇଣ୍ଡି ମେଣ୍ଟ ସଦସ୍ୟ ମହିଳା ଆକ୍ରୋଶର ଶିକାର ହେବେ କହିଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଛନ୍ତି, ମହିଳାଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ , ମହିଳା ଆକ୍ରୋଶିତ ଅଛନ୍ତି । ରାଜ୍ୟସ୍ତରରେ ବଡ ଆନ୍ଦୋଳନ ଓ ରାଲି ହେବ, ଗାଁକୁ ଯିବ ଆନ୍ଦୋଳନ । ମହିଳା ମହାବିଦ୍ୟାଳୟ, ମହିଳା ବିଶ୍ୱବିଦ୍ୟାଳୟ ସବୁଠି ଆନ୍ଦୋଳନ ହେବ । ସୂଚନା ଥାଉକି, ମହିଳା ସଂରକ୍ଷଣ ବିଲ କାଟ ଖାଇଲା ପରେ ରାଜନୀତି ବେଶ ସରଗରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking