29.1 C
Bhubaneswar
Thursday, May 23, 2024
Homeବ୍ରେକୀଙ୍ଗପେଟ ସିଟିସ୍କାନ ଖର୍ଚ୍ଚ ଦେବେ ସରକାର

ପେଟ ସିଟିସ୍କାନ ଖର୍ଚ୍ଚ ଦେବେ ସରକାର

ଭୁବନେଶ୍ୱର,(ଓଏନଏ ): ରାଜ୍ୟର ସବୁ କ୍ୟାନସର ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଛନ୍ତି ହାଇକୋର୍ଟ । ପେଟ ସିଟିସ୍କାନ ପାଇଁ ଖର୍ଚ୍ଚାନ୍ତ ହେଉଥିବା ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । କାଲିଠାରୁ ସବୁ ପେଟ ସିଟି ସ୍କାନ ଖର୍ଚ୍ଚ ବହନ କରିବେ ସରକାର । ରାଜ୍ୟ ସରକାର ଖର୍ଚ୍ଚ ବହନ କରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପେଟ ସିଟି ସ୍କାନ ପାଇଁ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା ।  କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ ସିଟି ସ୍କାନ ମେସିନ ନାହିଁ । ପେଟ ସିଟି ସ୍କାନ ପାଇଁ ରୋଗୀଙ୍କୁ ଅନ୍ୟତ୍ର ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଏନେଇ ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ମାମଲା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking