28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲୀର ପ୍ଲାଷ୍ଟିକ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ପ୍ଲାଷ୍ଟିକ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆର ପ୍ଲାଷ୍ଟିକ୍ ଡାନା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। କାରଖାନାର ତୃତୀୟ ମହଲାରେ ଆଜି ହଠାତ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡ ସମୟରେ କାରଖାନା ଭିତରେ କେହି କର୍ମଚାରୀ ନଥିବା ଜଣା ପଡିଛି। ତେବେ ଅଗ୍ନିକାଣ୍ଡରେ କାରଖାନାରେ ବହୁ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। କାରଖାନା ଭିତରେ ଥିବା ପ୍ଲାଷ୍ଟିକ୍ ଗ୍ରାନୁଲ୍ ଏବଂ ରାସାୟନିକ ପଦାର୍ଥ ଗୁଡିକୁ ଏବେ ବାହାରକୁ ବାହାର କରାଯାଉଛି। ଖବରପାଇ ଘଟଣାସ୍ଥଳରେ ୨୪ଟି ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡ ସମୟରେ କାରଖାନାରେ କେହି କର୍ମଚାରୀ ଫସି ରହିଥିବା ନେଇ କୌଣସି ସୂଚନା ମିଳି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking