ଗଂଜାମ: ଆଜି ଇଣ୍ଡି ମେଣ୍ଟ ଦ୍ୱାରା ଯେଉଁ ଓଡିଶା ବନ୍ଦ ଡାକରା ଦିଆଯାଇଛି ତାହାର ପ୍ରଭାବ ଦେଖିବାକୁ ମିଳିଛି ଗଂଜାମ ଆସିକା ସହରେ । ଆସିକା କୁ ଆସିବାକୁ ଥିବା ବିଜୁପଟଣାୟକ ଛକ,ପାକଲା ପଲ୍ଲି ଛକ ଓ ମେଡିକାଲ ଛକ ଠାରେ କଂଗ୍ରେସ,CPI ରେଡ଼ ଷ୍ଟାର କର୍ମୀ ଓ ମେତା ଏକାଠି ହୋଇ ରାସ୍ତା ରେ ଟାଏର ଜାଳି ଜାବାହାନ ବନ୍ଦ କରାଯାଇଛି । ଯାହା ଫଳରେ ପ୍ରଭାବ ର ଫଳ ଦେଖିବାକୁ ମିଳିଛି ଆସିକା ସହରରେ । କେବଳ ଜରୁଜି ସେବା କୁ ଗୁରୁତ୍ୱ ଦିଆ ଯାଇଛି । ଆମ୍ବୁଲାନ୍ସ ଓ ମେଡିକାଲ କେଶ ରେ ଥିବା ଲୋକଙ୍କୁ ସୁରକ୍ଷିତ ଛଡା ଯାଉଛି ।










