30.1 C
Bhubaneswar
Friday, May 3, 2024
Homeଓଡିଶା୧୫ରେ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଛୁଟି

୧୫ରେ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର : ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ପାଇଁ ଆସନ୍ତା ୧୫ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ଛୁଟି ଘୋଷଣା କରିଛନ୍ତି । ମକର ସଂକ୍ରାନ୍ତି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ ହୋଇଥିବାରୁ ଏନେଇ ସରକାର ଛୁଟି ଘୋଷଣା କରିଛନ୍ତି । ସମସ୍ତ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
https://onakhabar.com/2020/01/13/3-son-dumb/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking