34.1 C
Bhubaneswar
Wednesday, May 1, 2024
Homeଓଡିଶା୧୯ରେ ଧରାପଡିଲା ଗୋବିନ୍ଦ, ୧୮ରେ କୋଭିଡ ଟେଷ୍ଟ !

୧୯ରେ ଧରାପଡିଲା ଗୋବିନ୍ଦ, ୧୮ରେ କୋଭିଡ ଟେଷ୍ଟ !

ଭୁବନେଶ୍ୱର : ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଏହି ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋବିନ୍ଦ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ ପୋଲିସ ପାଖରୁ ଖସିଯାଇଥିଲା । ତେବେ ଟିଟିଲାଗଡ ମେଡିକାଲ ରେଜିଷ୍ଟର କିନ୍ତୁ ଅଲଗା କହୁଛି । ଟିଟିଲାଗଡ ମେଡିକାଲ ତଥ୍ୟ ଅନୁସାରେ ୧୮ ତାରିଖରେ ଗୋବିନ୍ଦର କରୋନା ଟେଷ୍ଟ ହୋଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଗୋବିନ୍ଦ ସାହୁ ୧୭ ତାରିଖରେ ପୋଲିସ ବାରାକରୁ ଫେରାର ଥିବା ବେଳେ ୧୯ ତାରିଖରେ ଆଖୁ ବାଡିରୁ ଧରା ପଡିଲା କେମିତି । ତାର ୧୮ ତାରିଖରେ କୋଭିଡ ଟେଷ୍ଟ ହେଲା କେମିତି ।
ସେପଟେ ଏହି କଥାକୁ ନେଇ ଏସଡିଏମଓ କହିଛନ୍ତି, ପ୍ରକୃତ ଟେଷ୍ଟିଂ ରେଜିଷ୍ଟରରେ ୧୭ ତାରିଖ ଏଣ୍ଟ୍ରି ହୋଇଛି । ତେବେ ସେଦିନର ଟାର୍ଗେଟ ଫୁଲ ହୋଇଯାଇଥିବାରୁ ୧୮ ତାରିଖରେ ଏଣ୍ଟ୍ରି କରାଯାଇଛି । କିନ୍ତୁ ଗୋବିନ୍ଦର ଟେଷ୍ଟ ୧୭ ତାରିଖରେ କରାଯାଇଛି । ସୂଚନା ଅନୁଯାୟୀ ହାତ ଧୋଇବା ବାହାନା କରି ପୋଲିସ ବାରାକରୁ ଫେରାର ହୋଇଯାଇଥିଲା ଗୋ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking