35.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ

ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଶକ୍ତ ଝଟକା ଲାଗିଛି । ବର୍ତ୍ତମାନ ରାଜନୈତିକ ଦଳମାନଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଅଙ୍କକଷା ଚାଲିଥିବା ବେଳେ ନେତାମାନଙ୍କୁ ଦଳ ଡିଆଁ ରୋଗ ଧରିଛି । ତେବେ ଏହାରି ମଧ୍ୟରେ ସମ୍ବଲପୁରର ସାଂସଦ ନୀତିଶ ଗଙ୍ଗଦେବ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ବିଜେପି ଛାଡିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେ ୨୦୧୯ ନିର୍ବାଚନରେ ସମ୍ବଲପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking