30.1 C
Bhubaneswar
Thursday, May 9, 2024
Homeଓଡିଶାବିଦ୍ୟୁତ ସଟସର୍କିଟରୁ ଜଳିଗଲା ଦେଢ କୋଟି ଟଙ୍କାର ସାମଗ୍ରୀ

ବିଦ୍ୟୁତ ସଟସର୍କିଟରୁ ଜଳିଗଲା ଦେଢ କୋଟି ଟଙ୍କାର ସାମଗ୍ରୀ

ନୟାଗଡ଼: ଜଳିଗଲା ପ୍ରାୟ ଦେଢ କୋଟି ଟଙ୍କାର ସାମଗ୍ରୀ । ବିଦ୍ୟୁତ ସଟସର୍କିଟରୁ ଭୟାବୟ ଅଗ୍ନିକାଣ୍ଡ। ନୟାଗଡ଼ ଓଡ଼ଗାଁ ରାସ୍ତାରେ ଥିବା ଇଲୋକଟ୍ରୋନିକ୍ସ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ଖବରପାଇ ଦୋକାନ ମାଲିକ ଓ ପରିବାର ଘଟଣାସ୍ଥଳରେ ପହଞ୍ଚିଥିଲେ। ନୟାଗଡ଼ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ତା ପୂର୍ବରୁ ପ୍ରାୟ ଦେଢ କୋଟି ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking