ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

ସମ୍ବଲପୁର: ଟ୍ରାକରୁ ଖସିଲା ଜମ୍ମୁ ତଓ୍ବି ଏକ୍ସପ୍ରେସ୍ ଟ୍ରେନ୍ । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନରେ । ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି । ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା । ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା। ଭାଗ୍ୟବଶତଃ ଏହି ସମୟରେ ଟ୍ରେନରେ କେହି ଯାତ୍ରୀ ନଥିଲେ । ପରେ ଏ ନେଇ ଓ୍ବାସିଂ … Continue reading ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ