37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶନିଆଁ ରେ ଜଳିଗଲେ ଗୋଟିଏ ପରିବାରର ୪ ସଦସ୍ୟ

ନିଆଁ ରେ ଜଳିଗଲେ ଗୋଟିଏ ପରିବାରର ୪ ସଦସ୍ୟ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଚମ୍ବା ଜିଲାର ତିସା ଥାନା ଅନ୍ତର୍ଗତ ଅଞ୍ଚଳରେ ଅଘଟଣ । ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଏକ ଘରେ ହଠାତ ଅଗ୍ନିକାଣ୍ଡ ଘଟିଥିଲେ । ପରିବାର ଲୋକେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣି ପାରି ନଥିଲେ । ଫଳରେ ଏହି ଅଗ୍ନିକାଣ୍ଡରେ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହାସହ ଜଣେ ମହିଳା ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

 

ପ୍ରେମ ସମ୍ପର୍କକୁ ନେଇ ଯୁକ୍ତିତର୍କ ପରେ ସ୍ୱାମୀଙ୍କୁ ନିଆଁ ଲଗାଇ ମାରିଦେଲେ ମହିଳା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking