42.1 C
Bhubaneswar
Saturday, April 27, 2024
Homeଓଡିଶାଶ୍ରୀ ମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ

ଶ୍ରୀ ମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ

ପୁରୀ : ଶ୍ରୀ ମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ । ବାଇସୀ ପାହାଚ ନିକଟରୁ ସେବାୟତଙ୍କ ଦ୍ବାରା ବିଦେଶୀଙ୍କୁ ଚିହ୍ନଟ କରାଯାଇଛି । ଅଟକ ମହିଳା ଜଣଙ୍କ ପୋଲାଣ୍ତର ନାଗରିକ ଅଟନ୍ତି । ବିଦେଶିନୀ ଜଣଙ୍କ ଏକ ଦଳ ସହ ମିଶି ଆସି ମନ୍ଦିରରେ ପ୍ରବେଶ କରିଥିଲେ । ସେବାୟତଙ୍କ ଦ୍ବାରା ଚିହ୍ନଟ ହେବା ପରେ ସିଂହଦ୍ବାର ଥାନାରେ ମହିଳା ବିଦେଶୀନୀଙ୍କ ସମେତ ଆଉ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ପୋଲିସ ତାଙ୍କ ପାସପୋଟ ଯାଞ୍ଚ କରିଯାଉଛି ବୋଲି ଏସପିଙ୍କ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking