34.1 C
Bhubaneswar
Friday, May 15, 2026
Homeଓଡିଶାରଥଯାତ୍ରାରେ ଯାଞ୍ଚ ହେବ ଖାଦ୍ୟର ମାନ: ଜିଲ୍ଲାପାଳ

ରଥଯାତ୍ରାରେ ଯାଞ୍ଚ ହେବ ଖାଦ୍ୟର ମାନ: ଜିଲ୍ଲାପାଳ

ପୁରୀ: ରଥଯାତ୍ରା ସମୟରେ ଯାଞ୍ଚ ହେବ ଖାଦ୍ୟର ମାନ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ବାହୁଡାରେ ଫୁଡ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟର ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟର ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ପଡିବ । ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ ଛକ ଯାଏଁ ରନ୍ଧା ଖାଦ୍ୟ ବଣ୍ଟା ଯିବନି । ବାହୁଡାରେ ଗୁଣ୍ଡିଚାରେ ଗୁଣ୍ଡିଚା ମନ୍ଦିରରୁ ବଡଶଙ୍ଖ ଯାଏଁ ମଧ୍ୟ ରନ୍ଧା ଯିବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking