29.1 C
Bhubaneswar
Monday, June 16, 2025
Homeଓଡିଶାବଜ୍ରାପାତରେ ଗଲା ୫ ଜୀବନ

ବଜ୍ରାପାତରେ ଗଲା ୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଜୀବନହାନୀ ହୋଇଛି । ଲକ୍ଷ୍‌ମୀପୁରରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଈ, ନାତୁଣୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅଜାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଓଡିଆପେଣ୍ଠ ପଞ୍ଚାୟତ ପରଡିଗୁଡା ଗାଁର ଘଟଣା । ସେହିଭଳି ମୋହନାରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି । ବେଲଗୁଣ୍ଠାରେ ବଜ୍ରାଘାତରେ ଯାଇଛି ଜଣଙ୍କ ଜୀବନ ।  କେବିରିବ୍ରହ୍ମପୁରରେ ବଜ୍ରାଘାତରେ ୨୩ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking