31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଚୀନ୍ ରେସ୍ତୋରାଁରେ ଅଗ୍ନିକାଣ୍ଡ, ୧୭ ମୃତ

ଚୀନ୍ ରେସ୍ତୋରାଁରେ ଅଗ୍ନିକାଣ୍ଡ, ୧୭ ମୃତ

ବେଜିଂ : ଚୀନ୍‌ର ଚାଙ୍ଗ୍‌ଚୁନ୍ ସହରରେ ବୁଧବାର ଗୋଟିଏ ରେସ୍ତେରାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ପୋଡିଯାଇଥିବା ୧୧ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

ଜାଆଁଳା ଶିଶୁପୁତ୍ରଙ୍କୁ ହତ୍ୟା, ମାଆ ଗିରଫ
ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସହରରେ ନିଜର ୧୬ ଦିନର ଜାଆଁଳା ଶିଶୁପୁତ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ବୁଧବାର ସ୍ୱପ୍ନା ନାମ୍ନୀ ୨୭ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି । ମଦୁଆ ସ୍ୱାମୀ ଓ କଳିହୁଡି ଶାଶୁଙ୍କ ନିର୍ଯାତନା ଅସହ୍ୟ ହେବାରୁ ଏଭଳି ଝଘନ୍ୟ କାଣ୍ଡ ଘଟାଇଥିବା ସ୍ୱପ୍ନା ପୁଲିସ ଆଗରେ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking