33.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଭୟ : ସିବିଏସଇ ପରୀକ୍ଷାର୍ଥୀ ପିନ୍ଧିବେ ମାସ୍କ

କରୋନା ଭୟ : ସିବିଏସଇ ପରୀକ୍ଷାର୍ଥୀ ପିନ୍ଧିବେ ମାସ୍କ

ଭୁବନେଶ୍ୱର : କରୋନା ଭୟ ଯୋଗୁ ସିବିଏସଇ ପରୀକ୍ଷାର୍ଥୀ ମୁହଁରେ ଲଗାଇବେ ମାସ୍କ । ବିଭିନ୍ନ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ । ପରୀକ୍ଷା କେନ୍ଦ୍ରକୁ ଆବଶ୍ୟକ ପ୍ରତିଷେଧକ ସାମଗ୍ରୀ ନେବାକୁ ପରାମର୍ଶ । ଏବେ ସିବିଏସଇ ପରୀକ୍ଷା ଚାଲି ଥିବାରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ । ପ୍ରେସନୋଟରେ ସୂଚନା ଦେଲେ ସିବିଏସଇ ସେକ୍ରେଟାରୀ ଅନୁରାଗ ତ୍ରିପାଠୀ ।
https://onakhabar.com/2020/03/04/madhusudan-law-college-became-a-university/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking