39.1 C
Bhubaneswar
Wednesday, April 24, 2024
Homeଓଡିଶାମଧୁସୂଦନ ଲ’ କଲେଜ ହେଲା ୟୁନିଭର୍ସିଟି

ମଧୁସୂଦନ ଲ’ କଲେଜ ହେଲା ୟୁନିଭର୍ସିଟି

କଟକ : ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେଲା କଟକର ମଧୁସୂଦନ ଲ’ କଲେଜ । ଆସନ୍ତା ଜୁନ୍ ୧ରୁ ବିଧିବଦ୍ଧ ଭାବେ ରୂପାନ୍ତରିତ ନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ବିଶ୍ୱିବିଦ୍ୟାଳୟ ନା ହେବ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ସବୁ ଲ’ କଲେଜ । କେବଳ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ ଲ’ କଲେଜ ଅନ୍ତର୍ଭୁକ୍ତ ହେବ ନାହିଁ ।
https://onakhabar.com/2020/03/04/bjp-worker-leave-group/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking