34 C
Bhubaneswar
Saturday, June 20, 2026
Homeଓଡିଶାବିଦ୍ୟୁତ ଆଘାତରେ କର୍ମଚାରୀ ମୃତ

ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ

ବାସୁଦେବପୁର : ବାସୁଦେବପୁର ଇରମସ୍ଥିତ ଆଡିଆରେ ଫାଲକନ ବିଦ୍ୟୁତ ଷ୍ଟ୍ରକଚରରେ କାମ କରୁଥିବା କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୁବାସ ଚନ୍ଦ୍ର ବେହେରା(୩୭) ବୋଲି ଜଣାପଡ଼ିଛି। ଇରମ ତିଳଦା ଗାଁରେ ସୁବାସଙ୍କ ଘର। ଫାଲକନ ଫିଡ଼ରରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ସଂଜ୍ଞାହୀନ ହୋଇ ସେ ତଳେ ପଡିଯାଇଥିଲେ। କାମ କରୁଥିବା ସାଥୀମାନେ ତାକୁ ଉଦ୍ଧାର ପରେ ବାସୁଦେବପୁର ଡାକ୍ତର ଖାନାରେ ଚିକିତ୍ସା ପାର୍ଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking