36.1 C
Bhubaneswar
Saturday, May 4, 2024
Homeଓଡିଶାପୁଣି ନିରାଶ କଲେ ଦୂତୀ

ପୁଣି ନିରାଶ କଲେ ଦୂତୀ

ଭୁବନେଶ୍ୱର: ପୁଣି ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତୀ ଚାନ୍ଦ। ୧୦୦ ମିଟର ପରେ ୨୦୦ ମିଟରରେ ବି ହାରି ଯାଇଛନ୍ତି ଦୂତୀ ଚାନ୍ଦ। ଆଜି ୨୦୦ ମିଟର ଚତୁର୍ଥ ହିଟରେ ସେ ଅଂଶ ଗ୍ରହଣ କରିଥିଲେ । ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ। ତେବେ ୨୩.୮୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିଲେ ଦୂତୀ ଚାନ୍ଦ। ଏହା ପୂର୍ବରୁ ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରି ହାରିଥିଲେ। ୧୦୦ ମିଟରରେ ବି ମଧ୍ୟ ଦୂତୀ ୭ମ ସ୍ଥାନରେ ରହିଥିଲେ। ଟୋକିଓ ଅଲିମ୍ପିକ୍ସରେ ଦୂତୀଙ୍କର ପଦକ ଆଶା ମଳିନ ପଡ଼ିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking