30.1 C
Bhubaneswar
Monday, May 6, 2024
Homeଓଡିଶାଡିଏସପିରୁ ଇନସ୍ପେକ୍ଟରକୁ ଖସିଲେ ୨୮

ଡିଏସପିରୁ ଇନସ୍ପେକ୍ଟରକୁ ଖସିଲେ ୨୮

ଭୁବନେଶ୍ୱର: ଡିଏସପିରୁ ଇନସ୍ପେକ୍ଟରକୁ ଖସିଛନ୍ତି ୨୮ ପୋଲିସ ଅଧିକାରୀ । ବିଭିନ୍ନ ଜିଲ୍ଲାରେ ଇନଚାର୍ଜ ଡିଏସପି ଭାବେ କାମ କରୁଥିବା ଅଫିସର ଇନସ୍ପେକ୍ଟର ପଦକୁ ଖସିଥିବା ଜଣାପଡଛି । ତାଙ୍କ ମଧ୍ୟରେ ଅନୁପ କାନୁନଗୋ, ସତ୍ୟଜିତ ମିଶ୍ର, କୃଷ୍ଣପ୍ରସାଦ ଦାସ, ସୂର୍ଯ୍ୟମଣି ପ୍ରଧାନ, ଇତି ଦାସ, ମନୋଜ ସାମନ୍ତ, ସୁପ୍ରସନ୍ନ ମଲ୍ଲିକ, ରଂଜନ ଦେ, ପୁଷ୍ପଲତା ବାରିକ, ଶ୍ରୀମନ୍ତ ବାରିକ, ଅଜୟ ମିଶ୍ରଙ୍କ ନାମ ସାମିଲ ରହିଛି । ତୁରନ୍ତ ସେମାନଙ୍କୁ ଇନସ୍ପେକ୍ଟର ଭାବରେ ପୋଷ୍ଟିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking