29.1 C
Bhubaneswar
Sunday, May 5, 2024
Homeଓଡିଶାଆସନ୍ତା ୪ ତାରିଖରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ

ଆସନ୍ତା ୪ ତାରିଖରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୪ ତାରିକରୁ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଲାଗୁ ହେବ ଡ୍ରେସକୋଡ୍ । ସେବାୟତମାନେ ଗର୍ଭଗୃହକୁ ଗଲେ ସ୍ୱତନ୍ତ୍ର ରଙ୍ଗର ପାଟ ମକୁଟା ପିନ୍ଧିବେ । ଗତମାସରେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡ୍ ନେଇ ବିଚାର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଥିଲା । ସେ ନେଇ ଆଜି ବସିଥିବା ପରିଚାଳନା କମିଟିରେ ବୈଠକ ବସି ଏହିମାସ ୪ ତାରିଖରୁ ଡ୍ରେସକୋଡ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କ ଜମି ପ୍ରସଙ୍ଗକୁ ନେଇ ୟୁନିଫର୍ମ ପଲିସି ଉପରେ ବି ଆଜିର ବୈଠକରେ ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking