28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀ ମୋଦି ଙ୍କ ୭୦ ତମ ଜନ୍ମଦିନ ଅବସରରେ ଫଳ ବଣ୍ଟନ

ପ୍ରଧାନମନ୍ତ୍ରୀ ମୋଦି ଙ୍କ ୭୦ ତମ ଜନ୍ମଦିନ ଅବସରରେ ଫଳ ବଣ୍ଟନ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଠାରେ ଭାରତୀୟ ଜନତା ପାର୍ଟି ଦଳ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିନ ଅବସରରେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରିଥିଲେ। ସୁକିନ୍ଦାର ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଓ ତାଙ୍କ ସହିତ ଯୁବ ସଭାପତି ବିଶ୍ୱଜିତ ରାଜ,ସୁଧାଂଶୁ ଶେଖର ଭଞ. ପ୍ରଶାନ୍ତ ରାଏ, ପ୍ରତାପ ଧୀରୀ ସମସ୍ତେ ମିଳିତ ଭାବେ ରୋଗୀମାନଙ୍କୁ ଫଳବଣ୍ଟନ କରି କହିଥିଲେ ଯେ ଆମ ଭାରତରେ ଓ ସାରା ବିଶ୍ବରେ ୧ ନମ୍ବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା ହେଉ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା ସବୁଦିନ ପାଇଁ ତାଙ୍କ ଚଲାପଥ ସଫଳ ହେଉ କହୁଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗତ ୧୪ ତାରିଖରୁ ଆଜିତା ୨୦ ଯାଏ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ଵଚ୍ଛ ଭାରତ ଅଭିଯାନ ବୃକ୍ଷ ରୋପଣ ମେଡିକାଲରେ ଫଳ ବଣ୍ଟନ ଓ ରକ୍ତ ଦାନ ଶିବିର କରିଥିଲେ ବୋଲି ଡକ୍ଟର ପ୍ରଦୀପ ବଳ ସାମନ୍ତ ଓ ସୁକିନ୍ଦାର ଭାରତୀୟ ଜନତା ପାର୍ଟିର କର୍ମୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking