29.1 C
Bhubaneswar
Thursday, July 17, 2025
Homeବ୍ରେକୀଙ୍ଗପ୍ରିୟ ବିଧାୟକ କରୋନା ଆରୋଗ୍ୟ କାମନା ପାଇଁ ସମୂହ ଦୀପ ଦାନ

ପ୍ରିୟ ବିଧାୟକ କରୋନା ଆରୋଗ୍ୟ କାମନା ପାଇଁ ସମୂହ ଦୀପ ଦାନ

ରଣପୁର: ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଙ୍କ କରୋନା ଆକ୍ରାନ୍ତ ଥିବା ଯୋଗୁଁ ଆସୁ ଆରୋଗ୍ୟ କାମନା ପାଇଁ ଆଜି ରଣପୁର ବ୍ଲକ ରାଜସୁନାଖଳା ମା ଦକ୍ଷିଣ କାଳୀ ନିକଟରେ ସମସ୍ତ ଗ୍ରାମ ବାସି ସମୂହ ହୋଇ ସାନ୍ଧ୍ୟ ସମୟରେ ଦୀପ ଦାନ କରିଥିଲେ। ରାଜସୁନାଖଳା ପଂଚାୟତ ର ଗ୍ରାମ ବାସୀ ମାନେ ଶ୍ରୀ ଯୁକ୍ତ ବିଧାୟକ ଙ୍କ କରୋନା ସମୟରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତାହା ଅତି ଶୋଭନୀୟ ବୋଲି କହିଛନ୍ତି । ସେଥିପାଇଁ ତାଙ୍କୁ ପ୍ରିୟ ଗ୍ରାମ ବାସି ମାନେ ଏହି କରୋନା ରେ ଆକ୍ରାନ୍ତ ଥିବାବେଳେ ଆରୋଗ୍ୟ ପାଇଁ ମା ଙ୍କ ପାଖରେ କିଛି ସମୟ ପାଇଁ ନିରବ ରହିବା ସହ ଦୀପ ଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking