ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ କୁ ସମଗ୍ର ଦେଶରେ ସେବା ସପ୍ତାହ ବ୍ୟାପି ପାଳନ ହେଉଛି । ପୁରା ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରୁଛନ୍ତି ଭାରତିୟ ଜନତାପାଟି ର ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ ଏହି ସେବା ସପ୍ତାହ ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକ ଚିତ୍ରି ଓ ସୁକିନ୍ଦା ବ୍ଲକ ର ବାରଗଡିଆ ଗ୍ରାମ ପଞ୍ଚାୟତର ଢୋଲପଥର ଅନେକ ବୃଦ୍ଧି ଜୀବି ଓ ଯୁବକ ପିଢ଼ି ବିଜେଡିର ଘଡାଇ ପିତା ପତ୍ରଙ୍କ କାର୍ଯ୍ୟ କଳାପକୁ ନେଇ ବିଜେଡି ଛାଡି ବିଜେପି ଦଳରେ ଯୋଗଦାନ କରିଥିଲେ। କରୋନା ମହାମାରୀ ସମୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦିପି ବଳ ସାମନ୍ତ ସମସ୍ତ ଅଞ୍ଚଳ ରୋଗୀ ଙ୍କ ପାଇଁ ଓ ଗରିବ ଲୋକଙ୍କ ପାଇଁ ଅଭାବ ସମୟରେ ସମାଧାନ ପାଇଁ ପହଂଚି ଥିଲେ ପ୍ରଦିପି ବଳ ସାମନ୍ତ। ସେବା ସପ୍ତାହ ଅବସରରେ ମଧ୍ୟ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀ ଦୀର୍ଘ ୩୦ ବର୍ଷର ବିଜେଡି ଦଳର ବୃଦ୍ଧି ଜିବି ଲୋକ ମାନେ ବିଧାୟକ ଙ୍କ କାଯ୍ୟ ରେ ଅସନ୍ତୁଷ୍ଠ ହୋଇ ଆଜି ଜନସମାବେଶରେ ବିଜେପି ରେ ଅନେକ ମହିଳା ପୁରୁଷ ଯୁବକ ମାନଙ୍କୁ ନେଇ ଯୋଗଦାନ କରିଥିଲେ। ଭାରତୀୟ ଜନତା ପାର୍ଟି ଦଳ ସାରା ବିଶ୍ଵର ସାରା ଭାରତର ଏକ ନମ୍ବର ପ୍ରଧାନମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ତାଙ୍କ ନୀତି ଆର୍ଦଶରେ ଖୁସି ହୋଇ ସୁକିନ୍ଦା ର ନିର୍ବାଚନ ମଣ୍ଡଳୀର ବୃଦ୍ଧି ଜୀବି ମାନେ ବିଜେପି ଦଳରେ ସାମିଲ ହୋଇ କହିଥିଲେ ଯେ ସୁକିନ୍ଦାରୁ ଘଡାଇ ପିତା ପୁତ୍ର ଖଣି ନେଲେ ପାଣି ନେଲେ ସୁକିନ୍ଦା ବାସୀଙ୍କ ଜୀବନ ନେଲେ ଏବେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରି ସୁକିନ୍ଦାରୁ ବିତାଡିତ କରିବେ ବୋଲି କହିଥିଲେ ଘଡାଇ ପୁତ୍ରଙ୍କୁ କାଳନ୍ତି ବାରିକି ରବିନ୍ଦ୍ର ଜେନା ମଣୀ ବିଶ୍ଵଜିତ ରାଜ। ଏବଂ ସେସରେ ଭାରତୀୟ ଜନତା ପାର୍ଟି ଦଳ ର ବିଜେପି ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ ସମସ୍ତ ଗରିବ ଲୋକ ଦୁଃଖରେ ସୁଖରେ ସାମିଲ ହୋଇ ନରେନ୍ଦ୍ର ମୋଦୀ ଙ୍କୁ ଜୟ ଜୟ ଗାନ ଦେଇ ପଦ୍ମ ଫୁଟାଇବା ପାଇଁ ଏବେଠୁ ଶପଥ ନେଇଥିଲେ।