34.1 C
Bhubaneswar
Saturday, April 27, 2024
Homeଜୀବନଶୈଳୀଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର

ଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ  । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ  । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । କମ୍ ବୟସର ପିଲା ମାନଙ୍କ ଠାରେ ବି ଏହି ରୋଗ ପରିଲକ୍ଷିତ ହେଉଛି । କିନ୍ତୁ ଆଜି ଆମେ ଏମିତି କିଛି ଜୁସ୍ ବିଷୟରେ କହିବୁ ଯାହାକୁ ପିଇଲେ ଏହା ଚୁଟକିରେ ଗାୟବ ହୋଇଯିବ  ।ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଏହାଦ୍ୱାରା ଉଚ୍ଚରକ୍ତ ଚାପ ଓ ଡାଇବେଟିସ୍‌ ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ଥିବା ଭିଟାମିନ୍‌ ସି, ଭିଟାମିନ୍‌-ବି-୬ କର୍କଟ ରୋଗ ଆଶଙ୍କା କମ୍‌ କରିଥାଏ। ବିଟ୍‌ ରସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌, ଫସଫରସ୍‌ ଆଦି ରହିଥାଏ। ଏହା ସ୍ମୃତିଶକ୍ତି ବଢ଼ାଇବା ସହିତ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking