36.1 C
Bhubaneswar
Thursday, May 2, 2024
Homeଓଡିଶାଗୁରୁଦେବଜୀ ଫାଉଣ୍ଡେସନ୍ ପକ୍ଷରୁ ଗୋସେବା

ଗୁରୁଦେବଜୀ ଫାଉଣ୍ଡେସନ୍ ପକ୍ଷରୁ ଗୋସେବା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ମହାମାରୀ କରୋନା ଯୋଗୁଁ ଲୋକଙ୍କ ସମେତ ଜୀବଜନ୍ତୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ମହାମାରୀ ସମୟରେ ଜିଲ୍ଲାର ସଦର ମହକୁମାରେ ବୁଲା ଗୋରୁ ଗାଈ, କୁକୁର, ଷଣ୍ଢ, ମାଙ୍କଡ ଓ ଚଡେଇ ମାନଙ୍କ ଖାଦ୍ୟର ଅଭାବ ଦେଖାଦେଇଛି । ଏନେଇ ରାଜ୍ୟ ସରକାରଙ୍କ ସହାୟରେ ବିଭିନ୍ନ ଅନୁଷ୍ଠାନ ଜରିଆରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ଖାଦ୍ୟ ଯୋଗାଇ ଦିଆଯାଉଛି । ସହରର ବିଭିନ୍ନ ଜାଗାରେ ଗାଈ ଗୋରୁ ମାନଙ୍କୁ ଖାଦ୍ୟ ଯୋଗାଇବା ସହିତ ଚଢେଇ ମାନଙ୍କୁ ଦାନା ମଧ୍ୟ ଦେଇଥିଲେ । ଗତବର୍ଷ ମଧ୍ୟ ବନ୍ଦ ବେଳେ ଏହି ଫାଉଣ୍ଡେସନ୍ ତରଫରୁ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଏହିପରି ଭାବେ ଖାଦ୍ୟ ଯୋଗାଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking