28.1 C
Bhubaneswar
Friday, April 26, 2024
Homeଓଡିଶାମହିଳା ମଣ୍ଡଳ ପକ୍ଷରୁ ହରିବଂଶ ପାରାୟଣ ପାଳିତ

ମହିଳା ମଣ୍ଡଳ ପକ୍ଷରୁ ହରିବଂଶ ପାରାୟଣ ପାଳିତ

ଢେଙ୍କାନାଳ : ମହିଳାମାନେ ସବୁ ଦୃଷ୍ଟିରେ ଆଗରେ । ଏକଥା ପ୍ରମାଣ କରିଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବଣିଆସାହିର କିଛି ମହିଳାମାନେ । ସେମାନେ ଏକତ୍ରିତ ହୋଇ ଗୋଟିଏ ମହିଳା କିର୍ତନମଣ୍ଡଳି ଗଠନ କରିଛନ୍ତି । ଦୀର୍ଘ ୭ଦିନ ଧରି ଏହି ପାରାୟଣ ଉତ୍ସବକୁ କେବଳ ମହିଳାମାନେ ପରିଚାଳନା କରିଥାନ୍ତି । ଦୈନିକ ପୂଜକ ନିରଞ୍ଜନ ମିଶ୍ର ସୂର୍ଯ୍ୟପୁଜା, ଗୋପୁଜା, ତୁଳସୀପୁଜା, ଷୋଡସ ଉପଚାର ପୁଜା ବିଧି ମୁତାବକ ଅନୁଷ୍ଠିତ ହେଉଛି । ମାତ୍ର ଏହି ଉତ୍ସବ ମାଘ ପୁର୍ଣ୍ଣମା ଦିନ ପୁର୍ନ୍ନାହୁତି ହେବ । ପୁରାଣପାଠ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ଭିଡ ହେଉଛି । ରକ୍ଷଣସିଳ ପରିବାର ବଣିଆସାହି ବସ୍ତିବାସିନ୍ଧାଙ୍କୁ ଏକତ୍ରିତ କରାଇ ଅତ୍ୟାଧୁନିକ ଚେତନା ଉଦ୍ଦେଶ୍ୟରେ ଏହି ହରିବଂଶ ପାରାୟଣ ମହୋତ୍ସବ ୪ବର୍ଷ ହେଲା ହୋଇଆସୁଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking