38.8 C
Bhubaneswar
Friday, April 19, 2024
Homeଓଡିଶାଓଜେଇଇ ପାଇଁ ଡେଡଲାଇନ

ଓଜେଇଇ ପାଇଁ ଡେଡଲାଇନ

ଭୁବନେଶ୍ୱର: ଓଜେଇଇ ଆବେଦନ ପାଇଁ ଶେଷ ସୁଯୋଗ ତାରିଖ ପ୍ରକାଶ ପାଇଛି । ଆଜି ରାତି ୧୨ଟା ପୂର୍ବରୁ ଅନଲାଇନ ଆବେଦନ କରିବାର ଡେଡଲାଇନ ଦିଆଯାଇଛି । ୨୪ ତାରିଖ ଦିନ ୧୧ଟା ସୁଦ୍ଧା ଅନଲାଇନ ଫି’ ଜମା କରିବା ପାଇଁ ଡେଡଲାଇନ ରହିଛି । www.ojee.nic.in/www.odishajee.com ରେଆବେଦନ କରିପାରିବେ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking