30 C
Bhubaneswar
Monday, June 8, 2026
Homeଓଡିଶାଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ପ୍ରସ୍ତୁତି ଶେଷ ପର୍ଯାୟରେ ପହଂଚିଛି। ଭୁବନେଶ୍ୱର ବରମୁଣ୍ଡା ଠାରେ ଆୟୋଜିତ ହେବ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ। ବରମୁଣ୍ଡା ପଡିଆରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତା। ଆସନ୍ତାକାଲି ରାହୁଲ ଗାନ୍ଧୀ ବିମାନବନ୍ଦରରୁ ସିଧାସଳଖ ବରମୁଣ୍ଡା ପଡିଆ ପହଁଚିବେ। ସଭାସ୍ଥଳୀରେ କଂଗ୍ରେସ କର୍ମୀ ଏବଂ ନେତାଙ୍କୁ ଉଦବୋଧନ ଦେବେ ରାହୁଲ ଗାନ୍ଧି। ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ରାହୁଲ ଓଡିଶା କଂଗ୍ରେସକୁ ପ୍ରସ୍ତୁତ କରୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking