31.1 C
Bhubaneswar
Monday, May 6, 2024
Homeଓଡିଶାକଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଯାତାୟତ ବାଧାପ୍ରାପ୍ତ

କଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର: ପୁଣି ହଇରାଣ କରିଛି ଘନ କୁହୁଡ଼ି। ଆଜି ଭୋର ସମୟରେ ଦ୍ୱୈତ ନଗରୀ କଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି। ରାସ୍ତାରେ ୧୦ରୁ ୨୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଛି। ଭୋରରୁ ସକାଳ ସାଢ଼େ ୭ଟା ଯାଏ କଟକ- ଭୁବନେଶ୍ୱର ଜାତୀୟ ରାଜପଥରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଗାଡ଼ି ଚଳାଇବା ଖୁବ୍ କଷ୍ଟକର ହୋଇଥିବା ଜଣାଯାଇଛି। ଯଦିଓ ଆଜି ସକାଳେ ଏହି ରାସ୍ତାରେ ବସ୍ ଚଳାଚଳ ଠପ୍ ହୋଇଛି, କିନ୍ତୁ କାର୍ ଓ ବାଇକ ଚାଲୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଚାଳକମାନେ ଖୁବ୍ ସତର୍କତାର ସହ କମ୍ ବେଗରେ ଗାଡ଼ି ଚଳାଉଥିବା ପରିଲକ୍ଷିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking