28.1 C
Bhubaneswar
Thursday, May 2, 2024
Homeଓଡିଶାଜାଲରେ ପଡ଼ିଲା ବିରଳ କାଉ ମାଛ

ଜାଲରେ ପଡ଼ିଲା ବିରଳ କାଉ ମାଛ

ପାରାଦ୍ୱୀପ : ଆଜି ପାରାଦ୍ୱୀପ ସମୁଦ୍ରରେ କିଛି ମତ୍ସ୍ୟଜୀବୀ ଭୋରୁ ମାଛ ଧରିବାକୁ ଯାଇଥିଲେ | ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୨ କୁଇଣ୍ଟାଲର ବିରଳ କାଉ ମାଛ ପଡିଥିବା ଦେଖିବାକୁ ମିଳିଛି | ମାଛର ପାଟି କାଉ ପରି ହୋଇଥିବାରୁ ଏହି ବିରଳ ମାଛର ନାଁ କାଉ ମାଛ । ମତ୍ସ୍ୟଜୀବୀଙ୍କ ଜାଲରେ ୨କୁଇଣ୍ଟାଲ କିଲୋ ଓଜନର କାଉ ମାଛ ଧରାପଡ଼ିବା ବିରଳ ବୋଲି କୁହାଯାଉଛି । କାଉ ମାଛକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି । କାଉ ମାଛର ଦାମ ବେଶୀ ନଥିଲେ ମଧ୍ୟ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି । ତେବେ କେରଳ ଭଳି କିଛି ରାଜ୍ୟରେ କାଉ ମାଛର ଚାହିଦା ରହିଥିବା ଜଣାପଡ଼ିଛି ।
https://onakhabar.com/2020/01/20/accident-bsf-jawan-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking