27.8 C
Bhubaneswar
Friday, April 19, 2024
Homeଓଡିଶାଚନ୍ଦ୍ରଭାଗା ଇକୋ ରି ଟ୍ରିଟରେ ହେବ ୨ଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ

ଚନ୍ଦ୍ରଭାଗା ଇକୋ ରି ଟ୍ରିଟରେ ହେବ ୨ଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ

ଭୁବନେଶ୍ୱର: କୋଣାର୍କ ଚନ୍ଦ୍ରଭାଗା ପର୍ଯ୍ୟଟନ ସ୍ଥଳୀ ଇକୋ ରି ଟ୍ରିଟରେ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ୨ ଦିନିଆ ମହାସମ୍ମିଳନୀ ହେବାକୁ ଯାଉଛି । ଆସନ୍ତା ୨୩ ଓ ୨୪ ତାରିଖ ୨ ଦିନ ଧରି ଏହି ସମ୍ମିଳନୀ କରାଯିବାର କାର୍ଯ୍ୟକ୍ରମ ଅଛି । ଏଥିରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ ସଚିବ ସାମିଲ ହେବେ । ଦେଶରେ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା ହେବ । ଓଡ଼ିଶା ହେଉଛି ପର୍ଯ୍ୟଟନର ସର୍ବଶ୍ରେଷ୍ଠ ସ୍ଥାନ। ଭାରତରେ ଓଡିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପର୍ଯ୍ୟଟନ ବିକାଶ ପାଇଁ ଏହା ସହାୟକ ହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତିକ୍ରିୟାରେ କହିଛନ୍ତି ।
https://onakhabar.com/2020/01/19/nilagiri-story/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking