28.1 C
Bhubaneswar
Friday, April 26, 2024
Homeକରୋନାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୯୭୦ ମୃତ୍ୟୁ ସଂଖ୍ୟା ୨୬୪୯

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୯୭୦ ମୃତ୍ୟୁ ସଂଖ୍ୟା ୨୬୪୯

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୯୭୦ ଜଣ । ଚିକିତ୍ସାଧୀନ ଅଛନ୍ତି ୫୧,୪୩୪ । ଏଥିରୁ ସୁସ୍ଥ ହୋଇଛନ୍ତି ୨୭,୯୧୯ଜଣ । ମୃତ୍ୟୁ ବରଣ କରିଛନ୍ତି ୨୬୪୯ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୭,୫୨୪ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧,୦୧୯ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଦ୍ରପ୍ରଦେଶରେ(୪୮), ଆସାମ୍‌ରେ(୨), ବିହାରରେ (୭) ଚଣ୍ଡିଗଡ଼ରେ(୩), ଦିଲ୍ଲୀରେ( ୧୧୫), ଗୁଜୁରାଟ୍‌ରେ(୫୮୬), ହରିୟାଣାରେ(୧୧), ହିମାଚଳପ୍ରଦେଶରେ(୨), ଜମ୍ମୁ ଓ କଶ୍ମୀରରେ(୧୧), ଝାଡଖଣ୍ଡରେ(୩), କର୍ଣ୍ଣାଟକ୍‌ରେ(୩୫), କେରଳରେ(୪), ମଧ୍ୟପ୍ରଦେଶରେ(୨୩୭) ମହାରାଷ୍ଟ୍ରରେ(୧୦୧୯), ମେଘାଳୟରେ(୧), ଓଡ଼ିଶାରେ(୩), ପଞ୍ଜାବରେ(୩୨) ରାଜସ୍ଥାନରେ(୧୨୫ ), ତାମିଲନାଡୁରେ( ୬୬), ତେଲେଙ୍ଗାନାରେ(୩୪), ଉତ୍ତରାଖଣ୍ଡରେ(୧), ଉତ୍ତରପ୍ରଦେଶରେ(୮୮) ଏବଂ ପଶ୍ଚିମବଙ୍ଗରେ ( ୨୧୫)ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking