38.1 C
Bhubaneswar
Friday, April 26, 2024
Homeକରୋନାଦେଶରେ ୭୪୪୭ ନୂଆ କରୋନା ରୋଗୀ ଚିହ୍ନଟ, ୩୯୧ ମୃତ

ଦେଶରେ ୭୪୪୭ ନୂଆ କରୋନା ରୋଗୀ ଚିହ୍ନଟ, ୩୯୧ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୪୪୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୯୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୭୮୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନାରୁ ଆରୋଗ୍ୟ ହାର ୯୮.୩୮% ରହିଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ ।

ଏଥିସହିତ ଦୈନିକ ସଂକ୍ରମଣ ୦.୫୯% ଓ ସାପ୍ତାହିକ ହାର ୦.୬୩% ରହିଛି । ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୬୬.୧୫ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ୧୩୫.୯୯ କୋଟି ପାନ କୋଭିଡ ଟିକା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking