39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗରାଜ୍ୟରେ କୋରନା ନେଲା ୧୭ ଜିବନ, ସୁନ୍ଦରଗଡ଼ରୁ ସର୍ବାଧିକ

ରାଜ୍ୟରେ କୋରନା ନେଲା ୧୭ ଜିବନ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର : କୋରନାର ସ୍ଥିତି ଦିନକୁ ଦିନ କମିବାରେ ଲାଗିଥିଲେ ମଧ୍ୟ ମୃତ୍ୟୁରେ ଲାଗୁନାହିଁ ରୋକ । ଗତ ୨୪ ଘଣ୍ଟ ମଧ୍ୟରେ ରାଜ୍ୟରେ କୋରନା ନେଇଛି ପୁଣି ୧୭ ଜଣଙ୍କ ଜିବନ । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେେଳେ ମୋଟ ରାଜ୍ୟର ମୃତ୍ୟୁ ସଂଖ୍ୟା ୧୫୯୨ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking