39.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଆକ୍ରାନ୍ତ ଚିହ୍ନଟ

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୨୭, କୋରାପୁଟରୁ ୧୩୩, ଭଦ୍ରକରୁ ୧୦୨, ରାୟଗଡରୁ ୧୪୬, ସୁନ୍ଦରଗଡରୁ ୧୫୬, କଟକରୁ ୧୨୮, ଅନୁଗୁଳରୁ ୧୨, ବାଲେଶ୍ୱରୁ ୧୬୫, ବରଗଡରୁ ୩୬, ବଲାଙ୍ଗିରୁ ୯୨, ବୌଦ୍ଧରୁ ୧୧୫, , ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡାରୁରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରପଡାରୁ ୧୩, କେନ୍ଦୁଝରରୁ ୫୧, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡରୁ ୧୬, ନୂଆପଡାରୁ ୧୬, ପୁରୀରୁ ୯୩, ସମ୍ବଲପୁରରୁ ୮୧, ସୋନପୁରୁରୁ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking