22.1 C
Bhubaneswar
Friday, November 7, 2025
Homeଓଡିଶାମାଲକାନଗିରିରେ ଦ୍ୱିତୀୟ ଦିନରେ କଂଗ୍ରେସର ପଦଯାତ୍ରା

ମାଲକାନଗିରିରେ ଦ୍ୱିତୀୟ ଦିନରେ କଂଗ୍ରେସର ପଦଯାତ୍ରା

ମାଲକାନଗିରି: ମାଲକାନଗିରିରେ ଦ୍ୱିତୀୟ ଦିନରେ କଂଗ୍ରେସର ପଦଯାତ୍ରା ।   ମୋଟୁରୁ କଂଗ୍ରେସର ଗାନ୍ଧୀ ପଥେ ଓଡିଶା ପଦଯାତ୍ରା ଆରମ୍ଭ ହୋଇଛି ।  ନାରୀ ନ୍ୟାୟ  ଓ ସମ୍ବିଧାନ ବଞ୍ଚାଅ ପାଇଁ ରଣ ହୁଙ୍କାର ଦେଲେ ପିସିସି ସଭାପତି ଭକ୍ତ ଦାସ । ପଦଯାତ୍ରା ଆରମ୍ଭ କରି  ବିଜେପି  ସରକାର ଉପରେ ବର୍ଷିଛନ୍ତି ଭକ୍ତ ଦାସ । ଭୋଟ ଚୋରି କରି ଶାସନ ଗାଦି ମାଡି ବସିଥିବା ସରକାରଙ୍କୁ ଉଚିତ ଜବାବ  ଦେବା ପାଇଁ  ଓ ଲୋକଙ୍କୁ ନ୍ୟାୟ ଦେବା ପାଇଁ  ଏହି ପଦଯାତ୍ରା ଆରମ୍ଭ ହୋଇଛି ବୋଲି  ପିସିସି ସଭାପତି କହିଛନ୍ତି । ଏହି ପଦଯାତ୍ରା ମୋଟୁର ମୁଗି ପଏଣ୍ଟରୁ ବାହାରି  ମୋଟୁ ଖେଳ ପଡିଆରେ ପହଞ୍ଚିଛି । ପଦଯାତ୍ରାରେ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ପିସିସି ଉପ- ସଭାପତି  ସନ୍ତୋଷ ସିଂହ ସାଲୁଜା,  ମିଡିଆ ସେଲ ମୁଖ୍ୟ ଅରବିନ୍ଦ ଦାସ ,  ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking