33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୁରକ୍ଷା ପରିଷଦରେ ପାକ୍ ଆତଙ୍କବାଦୀକୁ ଚୀନ୍‌ର ପୁଣି ସମର୍ଥନ

ସୁରକ୍ଷା ପରିଷଦରେ ପାକ୍ ଆତଙ୍କବାଦୀକୁ ଚୀନ୍‌ର ପୁଣି ସମର୍ଥନ

ୱାଶିଂଟନ୍‌: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ଆଧାରିତ ଜୈଶ୍‌-ଏ- ମହମ୍ମଦର କୁଖ୍ୟାତ ଆତଙ୍କବାଦୀ ତଥା ଏହାର ପ୍ରତିଷ୍ଠାତା ମାସୁଦ୍ ଆଝାରର ସାନଭାଇ ଅବ୍‌ଦୁଲ୍ ରଉଫ୍ ଆଝାର ବିରୋଧରେ ଅଣାଯାଇଥିବା ପ୍ରସ୍ତାବକୁ ପୁଣିଥରେ ଚୀନ୍ ଅଟକାଇ ଦେଇଛି । ଭାରତ ଓ ଆମେରିକା ରଉଫ୍ ବିରୋଧରେ ଗ୍ଲୋବାଲ୍ ବ୍ୟାନ୍ ଲାଗୁ ସହ ତା’ର ସମସ୍ତ ସମ୍ପତ୍ତି ଫ୍ରିଜ୍ କରାଯିବାକୁ ଚାହୁଁଥିଲେ । ଏପରି ପ୍ରସ୍ତାବ ପାସ୍ ପାଇଁ ସୁରକ୍ଷା ସୁରକ୍ଷା ପରିଷଦ ବ୍ୟାନ୍ କମିଟିର ସମସ୍ତ ୧୫ ସଦସ୍ୟଙ୍କ ସହମତି ଆବଶ୍ୟକ ପଡ଼ିଥାଏ । ମାତ୍ର ଚୀନ୍ ଏହି ପ୍ରସ୍ତାବକୁ ବିରୋଧ କରିବା ଫଳରେ ରଉଫ୍ ବ୍ୟାନ୍‌ରୁ ବର୍ତ୍ତିଯାଇଥିଲା । ଦୁଇମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବେଜିଂ ଏପରି ପଦକ୍ଷେକୁ ରୋକିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking