32.1 C
Bhubaneswar
Monday, May 20, 2024
Homeଓଡିଶାଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା ହବ –...

ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା ହବ – ସିପି

ଭୁବନେଶ୍ୱର : ଏୟାରଫିଲ୍ଡ ଥାନା ଅଞ୍ଚଳରେ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା କରାଯିବ କହିଲେ କମିଶନର । ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଅଭିଯୁକ୍ତ ଘନିଆକୁ ରାହାମା ଷ୍ଟେସନ ଅଞ୍ଚଳରୁ ଧରାଯାଇଛି । ଶିଶୁକନ୍ୟାକୁ ଦୁଷ୍କର୍ମ ଉଦେ୍ଦଶ୍ୟରେ ଅଭିଯୁକ୍ତ ଘରକୁ ଆଣିଥିଲା । ଦୁଷ୍କର୍ମ ହୋଇଛି କି ନାହିଁ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିବ । ଘଟଣାକୁ ଗୁରୁତ୍ୱ ଦେଇ ଶୀଘ୍ର ଚାର୍ଜସିଟ ଦାଖଲ କରାଯିବ । ମାମଲା ପରିଚାଳନା ପାଇଁ ସ୍ପେଶାଲ ପିପି ନିଯୁକ୍ତ କରାଯିବ । ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଚେଷ୍ଟା କରାଯିବ ।

ପଞ୍ଜାବରେ ଭୂକମ୍ପ, ହିମାଚଳ ପର୍ଯ୍ୟନ୍ତ ଝଟକା ଅନୁଭୂତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking